📘

WithTeachers

Learning Together

© WithTeachers

Designed with for a better world.
Class 9 ବୀଜଗଣିତ
ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(a)

ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(a) – Study Material Class 9 ବୀଜଗଣିତ

9. ନିମ୍ନଲିଖିତ ସଂଖ୍ୟାମାନଙ୍କ ଗୁଣ‌ଫଳ ସ୍ଥିର କର :

9. (i) 5\sqrt{5}2\sqrt{2} ର ଗୁଣଫଳ କେତେ ? @📍 ବୁଝାଇବା : 5×2=10\sqrt{5 \times 2} = \sqrt{10} @

9. (ii) 20\sqrt{20}5\sqrt{5} ର ଗୁଣଫଳ କେତେ ? @ 📍 ବୁଝାଇବା : 20×5=100=10\sqrt{20 \times 5} = \sqrt{100} = 10 @

9. (iii) (3+2)(3+\sqrt{2})(32)(3-\sqrt{2}) ର ଗୁଣଫଳ କେତେ ?@ 📍 ବୁଝାଇବା : (3)2(2)2=92=7(3)^2 - (\sqrt{2})^2 = 9 - 2 = 7 @

9. (iv) 12,45\sqrt{12}, \sqrt{45}15\sqrt{15} ର ଗୁଣଫଳ କେତେ ? @ 📍 ବୁଝାଇବା : 12×45×15=8100=90\sqrt{12 \times 45 \times 15} = \sqrt{8100} = 90 @

10. ନିମ୍ନଲିଖିତ ରାଶିମାନଙ୍କୁ x ସହ ଗୁଣନ କଲେ ଯଦି ଗୁଣଫଳ 1 (ଏକ) ହୁଏ, ତେବେ x ର ମୂଲ୍ୟ ନିର୍ଣ୍ଣୟ କର (ଯେପରିକି x ର ହର ଏକ ପୂର୍ଣ୍ଣ ସଂଖ୍ୟା ହେବ) ।

10. (i) 3\sqrt{3} ପାଇଁ x ର ମାନ କେତେ ?\frac{\sqrt{3}}{3} @ 📍 ବୁଝାଇବା : ଗୁଣଫଳ 1 ହେବା ପାଇଁ x ର ମୂଲ୍ୟ 13\frac{1}{\sqrt{3}} ହେବ @ ହରକୁ ପରିମେୟ କଲେ x=1×33×3=33x = \frac{1 \times \sqrt{3}}{\sqrt{3} \times \sqrt{3}} = \frac{\sqrt{3}}{3} @

10. (ii) 323\sqrt{2} ପାଇଁ x ର ମାନ କେତେ ? \frac{\sqrt{2}}{6} @ 📍 ବୁଝାଇବା : x=132x = \frac{1}{3\sqrt{2}} @ ହରକୁ ପରିମେୟ କଲେ x=232×2

=23×2=26x = \frac{\sqrt{2}}{3\sqrt{2} \times \sqrt{2}} = \frac{\sqrt{2}}{3 \times 2} = \frac{\sqrt{2}}{6} @

10. (iii) 2+32+\sqrt{3} ପାଇଁ x ର ମାନ କେତେ ? 2-\sqrt{3} @ 📍 ବୁଝାଇବା : x=12+3x = \frac{1}{2+\sqrt{3}} @ ହରକୁ ପରିମେୟ କଲେ x=23(2+3)(23)

=2343=23x = \frac{2-\sqrt{3}}{(2+\sqrt{3})(2-\sqrt{3})} = \frac{2-\sqrt{3}}{4-3} = 2-\sqrt{3} @

10. (iv) 51\sqrt{5}-1 ପାଇଁ x ର ମାନ କେତେ ? @ 📍 ବୁଝାଇବା : x=151x = \frac{1}{\sqrt{5}-1} @ ହରକୁ ପରିମେୟ କଲେ x=5+1(51)(5+1)

=5+151=5+14x = \frac{\sqrt{5}+1}{(\sqrt{5}-1)(\sqrt{5}+1)} = \frac{\sqrt{5}+1}{5-1} = \frac{\sqrt{5}+1}{4} @

10. (v) 3+2\sqrt{3}+\sqrt{2} ପାଇଁ x ର ମାନ କେତେ ? \sqrt{3}-\sqrt{2} @ 📍 ବୁଝାଇବା : x=13+2x = \frac{1}{\sqrt{3}+\sqrt{2}} @ ହରକୁ ପରିମେୟ କଲେ x=32(3+2)(32)

=3232=32x = \frac{\sqrt{3}-\sqrt{2}}{(\sqrt{3}+\sqrt{2})(\sqrt{3}-\sqrt{2})} = \frac{\sqrt{3}-\sqrt{2}}{3-2} = \sqrt{3}-\sqrt{2} @

11. 0.303003000300003.... ଦଶମିକ ରାଶିଟି ପରିମେୟ କି ଅପରିମେୟ କାରଣ ସହ ଲେଖ ।

📍 ବୁଝାଇବା : କାରଣ ଏହି ଦଶମିକ ରାଶିଟି ଅସୀମ କିନ୍ତୁ ପୌନଃପୁନିକ ନୁହେଁ @ ଯେଉଁ ଦଶମିକ ରାଶି ଅସୀମ ଏବଂ ଅଣ-ପୌନଃପୁନିକ (Non-terminating and non-recurring) ହୋଇଥାଏ, ତାହାକୁ ଅପରିମେୟ ସଂଖ୍ୟା କୁହାଯାଏ @