ସରଳ ସହସମୀକରଣ Ex-1(c) – Book Q A Class 10 ବୀଜଗଣିତ
Question 1.
ଦୁଇଟି ସଂଖ୍ୟାର ଯୋଗଫଳ ଓ ସେମାନଙ୍କର ବିୟୋଗଫଳ । ତେବେ ସଂଖ୍ୟାଦ୍ଵୟ ନିରୂପଣ କର ।
ସମାଧାନ :
ମନେକର ସଂଖ୍ୟାଦ୍ଵୟ ଓ ।
ପ୍ରଶ୍ନାନୁସାରେ …(i) ଏବଂ …(ii)
ସମୀକରଣ (i) ଓ (ii) କୁ ପ୍ରୟୋଗ କଲେ,
ସମୀକରଣ (i)
ସମୀକରଣ (ii)
----------------------------------
ଯୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ,
ସଂଖ୍ୟାଦ୍ଵୟ ଓ ।
Question 2.
ସମବାହୁ ତ୍ରିଭୁଜର ବାହୁ ତ୍ରୟର ଦୈର୍ଘ୍ୟ ସେ.ମି.,
ସେ.ମି. ଓ ସେ.ମି. ହେଲେ ବାହୁର ଦୈର୍ଘ୍ୟ ସ୍ଥିର କର ।
ସମାଧାନ :
ସମବାହୁ ତ୍ରିଭୁଜର ବାହୁତ୍ରୟର ଦୈର୍ଘ୍ୟ ସମାନ ।
ଅର୍ଥାତ୍
… (i)
ପୁନଶ୍ଚ
… (ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ,
ସମବାହୁ ତ୍ରିଭୁଜର ଏକ ବାହୁର ଦୈର୍ଘ୍ୟ ସେ.ମି. ।
Question 3.
ABCD ଆୟତକ୍ଷେତ୍ରର ସେ.ମି.,
ସେ.ମି., ସେ.ମି.
ଓ ସେ.ମି. ହେଲେ ଆୟତକ୍ଷେତ୍ରର କ୍ଷେତ୍ରଫଳ ନିରୂପଣ କର ।
ସମାଧାନ :
ଆୟତକ୍ଷେତ୍ରର ବିପରୀତ ବାହୁଗୁଡ଼ିକ ସମାନ ଥାଏ ।
ଅର୍ଥାତ୍ ଦୈର୍ଘ୍ୟ
…(i)
ଏବଂ ପ୍ରସ୍ଥ
ସମୀକରଣଟିକୁ 2 ଦ୍ଵାରା ଗୁଣନ କଲେ …(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ,
ଦୈର୍ଘ୍ୟ ସେ.ମି.
ଏବଂ ପ୍ରସ୍ଥ ସେ.ମି. ।
କ୍ଷେତ୍ରଫଳ ବର୍ଗ ସେ.ମି. ।
ଆୟତକ୍ଷେତ୍ରର କ୍ଷେତ୍ରଫଳ ବର୍ଗ ସେ.ମି. ।
Question 4.
ଦୁଇ ଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟା, ତାହାର ଅଙ୍କଦ୍ଵୟର ଯୋଗଫଳର 4 ଗୁଣ । କିନ୍ତୁ ସଂଖ୍ୟାଟିରେ 18 ଯୋଗ କଲେ ଅଙ୍କଦ୍ଵୟର ସ୍ଥାନ ବଦଳିଯାଏ । ତେବେ ସଂଖ୍ୟାଟି କେତେ ?
ସମାଧାନ :
ମନେକର ସଂଖ୍ୟାଟିର ଦଶକ ସ୍ଥାନୀୟ ଅଙ୍କ ଓ ଏକକ ସ୍ଥାନୀୟ ଅଙ୍କ । ମୂଳ ସଂଖ୍ୟାଟି ।
ପ୍ରଶ୍ନାନୁସାରେ
…(i)
ଏବଂ
…(ii)
ସମୀକରଣ (i) ରୁ ସମୀକରଣ (ii) କୁ ବିୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ବିୟୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ,
ମୂଳ ସଂଖ୍ୟାଟି
ସଂଖ୍ୟାଟି ।
Question 5.
ଦୁଇ ଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟା ଓ ତାହାର ଅଙ୍କଦ୍ଵୟର ସ୍ଥାନ ବଦଳାଇ ଲେଖିଲେ ଯେଉଁ ସଂଖ୍ୟା ମିଳିବ, ସେ ଦୁହିଁଙ୍କର ଯୋଗଫଳ 99 ଓ ଅଙ୍କଦ୍ଵୟର ଅନ୍ତର 3 ହେଲେ ସଂଖ୍ୟାଟି କେତେ ?
ସମାଧାନ :
ମନେକର ସଂଖ୍ୟାଟିର ଦଶକ ଅଙ୍କ ଓ ଏକକ ଅଙ୍କ ।
ମୂଳ ସଂଖ୍ୟାଟି ଏବଂ ସ୍ଥାନ ବଦଳାଇଲେ ।
ପ୍ରଶ୍ନାନୁସାରେ ଉଭୟର ଯୋଗଫଳ ଅର୍ଥାତ୍
…(i)
ଅଙ୍କଦ୍ଵୟର ଅନ୍ତର 3 । ଯଦି ଦଶକ ଅଙ୍କ ବଡ଼ ହୁଏ ତେବେ …(ii)
ସମୀକରଣ (i) ଓ (ii) କୁ ପ୍ରୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ଯୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ, ।
ମୂଳ ସଂଖ୍ୟାଟି ।
ଯଦି ଏକକ ଅଙ୍କ ବଡ଼ ହୁଏ ତେବେ ନେଲେ ସଂଖ୍ୟାଟି ହେବ ।
ସଂଖ୍ୟାଟି କିମ୍ବା ।
Question 6.
ଦୁଇଟି ସଂଖ୍ୟାର ସମଷ୍ଟି, ସେମାନଙ୍କ ବିୟୋଗଫଳର 4 ଗୁଣ ଏବଂ ସଂଖ୍ୟା ଦୁଇଟିର ଯୋଗଫଳ 8 । ତେବେ ସଂଖ୍ୟା ଦୁଇଟି କେତେ ?
ସମାଧାନ :
ମନେକର ବଡ଼ ସଂଖ୍ୟାଟି ଓ ସାନ ସଂଖ୍ୟାଟି ।
ପ୍ରଶ୍ନାନୁସାରେ ସଂଖ୍ୟା ଦୁଇଟିର ଯୋଗଫଳ । ଅର୍ଥାତ୍ …(i)
ପୁନଶ୍ଚ ଯୋଗଫଳ, ବିୟୋଗଫଳର 4 ଗୁଣ:
…(ii)
ସମୀକରଣ (i) ଓ (ii) କୁ ପ୍ରୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ଯୋଗ କଲେ
ର ମାନ ସମୀକରଣ (i) ରେ ସ୍ଥାପନ କଲେ,
ସଂଖ୍ୟା ଦୁଇଟି ଓ ।
Question 7.
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 10; କିନ୍ତୁ ଅଙ୍କଗୁଡ଼ିକର ସ୍ଥାନ ବଦଳାଇ ଲେଖିଲେ ଉତ୍ପନ୍ନ ସଂଖ୍ୟାଟି ମୂଳ ସଂଖ୍ୟାର ଦୁଇଗୁଣରୁ 1 ଊଣା ହୁଏ, ସଂଖ୍ୟାଟି ସ୍ଥିର କର ।
ସମାଧାନ :
ମନେକର ସଂଖ୍ୟାଟିର ଦଶକ ଅଙ୍କ ଓ ଏକକ ଅଙ୍କ । ମୂଳ ସଂଖ୍ୟାଟି ।
ପ୍ରଶ୍ନାନୁସାରେ ଅଙ୍କମାନଙ୍କର ସମଷ୍ଟି 10:
…(i)
ଏବଂ …(ii)
ସମୀକରଣ (ii) ସହ ସମୀକରଣ (i) କୁ ଯୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ଯୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ସଂଖ୍ୟାଟି ।
Question 8.
ଦୁଇଟି ସଂଖ୍ୟା ମଧ୍ୟରୁ ପ୍ରଥମଟିର 3 ଗୁଣରୁ ଦ୍ଵିତୀୟଟିର 2 ଗୁଣ ବିୟୋଗ କଲେ ବିୟୋଗଫଳ 2 ହେବ ଏବଂ ଦ୍ବିତୀୟଟିରେ 7 ଯୋଗ କଲେ ଯୋଗଫଳ ପ୍ରଥମଟିର 2 ଗୁଣ ହେବ । ସଂଖ୍ୟାଦ୍ବୟ ସ୍ଥିର କର ।
ସମାଧାନ :
ମନେକର ପ୍ରଥମ ସଂଖ୍ୟାଟି ଓ ଦ୍ଵିତୀୟ ସଂଖ୍ୟାଟି ।
ପ୍ରଶ୍ନାନୁସାରେ …(i)
ଏବଂ …(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ସଂଖ୍ୟାଦ୍ଵୟ ଓ ।
Question 9.
ଗୋଟିଏ ଭଗ୍ନାଂଶର ଲବ ଓ ହରରେ 2 ଯୋଗ କଲେ ତାହା । ମାତ୍ର ଲବ ଓ ହରରେ 3 ଯୋଗ କଲେ ତାହା ହୁଏ । ତେବେ ଭଗ୍ନାଂଶଟି କେତେ ?
ସମାଧାନ :
ମନେକର ଭଗ୍ନାଂଶଟିର ଲବ ଓ ହର । ଅର୍ଥାତ୍ ଭଗ୍ନାଂଶଟି ହେଉଛି ।
ପ୍ରଶ୍ନାନୁସାରେ
ସମୀକରଣଟିକୁ 5 ଦ୍ଵାରା ଗୁଣନ କଲେ …(i)
ଏବଂ
ସମୀକରଣଟିକୁ 9 ଦ୍ଵାରା ଗୁଣନ କଲେ …(ii)
ସମୀକରଣ (i) ରୁ ସମୀକରଣ (ii) କୁ ବିୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ବିୟୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ଭଗ୍ନାଂଶଟି ।
Question 10.
ଗୋଟିଏ ଭଗ୍ନାଂଶର ଲବର 3 ଗୁଣ ଓ ହରରୁ 3 ବିୟୋଗ କଲେ ଭଗ୍ନାଂଶଟି ହୁଏ । ମାତ୍ର ଲବରେ 8 ଯୋଗ କଲେ ଓ ହରକୁ 2 ଗୁଣ କଲେ ତାହା ହୁଏ । ତେବେ ଭଗ୍ନାଂଶ କେତେ ?
ସମାଧାନ :
ମନେକର ଭଗ୍ନାଂଶଟିର ଲବ ଓ ହର । ଭଗ୍ନାଂଶଟି ହେଉଛି ।
ପ୍ରଶ୍ନାନୁସାରେ
ସମୀକରଣଟିକୁ 2 ଦ୍ଵାରା ଗୁଣନ କଲେ …(i)
ଏବଂ
ସମୀକରଣଟିକୁ 3 ଦ୍ଵାରା ଗୁଣନ କଲେ …(ii)
ସମୀକରଣ (i) ରୁ ସମୀକରଣ (ii) କୁ ବିୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ବିୟୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ଭଗ୍ନାଂଶଟି ।
WithTeachers.in
Question 11.
5 ଟି କଲମ ଓ 6 ଟି ପେନ୍ସିଲର ଦାମ ମିଶି 9 ଟଙ୍କା ଏବଂ 3 ଟି କଲମ ଓ 2 ଟି ପେନ୍ସିଲ୍ର ଦାମ ମିଶି 5 ଟଙ୍କା ହୁଏ । ତେବେ ଗୋଟିଏ କଲମ ଓ ଗୋଟିଏ ପେନ୍ସିଲ୍ର ଦାମ କେତେ ?
ସମାଧାନ :
ମନେକର ଗୋଟିଏ କଲମର ଦାମ ଟଙ୍କା ଏବଂ ଗୋଟିଏ ପେନ୍ସିଲର ଦାମ ଟଙ୍କା ।
ପ୍ରଶ୍ନାନୁସାରେ …(i)
ଏବଂ …(ii) [ସମୀକରଣକୁ 3 ଦ୍ଵାରା ଗୁଣନ କଲେ]
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନ ସମୀକରଣ (ii) ରେ ସ୍ଥାପନ କଲେ,
ଗୋଟିଏ କଲମର ଦାମ ଟଙ୍କା ଏବଂ ଗୋଟିଏ ପେନ୍ସିଲର ଦାମ ଟଙ୍କା ।
Question 12.
ପିତାଙ୍କ ବୟସ ପୁତ୍ର ବୟସର 3 ଗୁଣ | 12 ବର୍ଷ ପରେ ପିତାଙ୍କ ବୟସ ପୁତ୍ର ବୟସର 2 ଗୁଣ ହେବ । ତେବେ ପିତା ଓ ପୁତ୍ରର ବର୍ତ୍ତମାନ ବୟସ କେତେ ?
ସମାଧାନ :
ମନେକର ପିତାଙ୍କ ବର୍ତ୍ତମାନ ବୟସ ବର୍ଷ ଏବଂ ପୁତ୍ରର ବର୍ତ୍ତମାନ ବୟସ ବର୍ଷ ।
ପ୍ରଶ୍ନାନୁସାରେ …(i)
12 ବର୍ଷ ପରେ ପିତାଙ୍କ ବୟସ ଏବଂ ପୁତ୍ରର ବୟସ ।
ଦ୍ଵିତୀୟ ସର୍ତ୍ତ ଅନୁଯାୟୀ
…(ii)
ସମୀକରଣ (i) ରୁ ସମୀକରଣ (ii) କୁ ବିୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ବିୟୋଗ କଲେ
ର ମାନକୁ ସମୀକରଣ (i) ରେ ସ୍ଥାପନ କଲେ,
ପିତାଙ୍କ ବର୍ତ୍ତମାନ ବୟସ 36 ବର୍ଷ ଓ ପୁତ୍ରର ବର୍ତ୍ତମାନ ବୟସ 12 ବର୍ଷ ।
Question 13.
ଏକ ଆୟତ କ୍ଷେତ୍ରର ଦୈର୍ଘ୍ୟକୁ 5 ସେ.ମି. କମାଇ ପ୍ରସ୍ଥକୁ 3 ସେ.ମି. ବଢ଼ାଇବା ଦ୍ଵାରା ଏହାର କ୍ଷେତ୍ରଫଳ 9 ବର୍ଗ ସେ.ମି. କମିଯାଏ । ଆୟତକ୍ଷେତ୍ରର ଦୈର୍ଘ୍ୟକୁ 3 ସେ.ମି. ଓ ପ୍ରସ୍ଥକୁ 2 ସେ.ମି. ବଢ଼ାଇବା ଦ୍ଵାରା କ୍ଷେତ୍ରଫଳ 67 ବର୍ଗ ସେ.ମି. ବଢ଼ିଯାଏ । ଆୟତକ୍ଷେତ୍ରର କ୍ଷେତ୍ରଫଳ ସ୍ଥିର କର ।
ସମାଧାନ :
ମନେକର ଆୟତକ୍ଷେତ୍ରର ଦୈର୍ଘ୍ୟ ସେ.ମି. ଏବଂ ପ୍ରସ୍ଥ ସେ.ମି. । ମୂଳ କ୍ଷେତ୍ରଫଳ ।
ପ୍ରଥମ ସର୍ତ୍ତ ଅନୁଯାୟୀ
ସମୀକରଣଟିକୁ 2 ଦ୍ଵାରା ଗୁଣନ କଲେ …(i)
ଦ୍ଵିତୀୟ ସର୍ତ୍ତ ଅନୁଯାୟୀ
ସମୀକରଣଟିକୁ 3 ଦ୍ଵାରା ଗୁଣନ କଲେ …(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ଆୟତକ୍ଷେତ୍ରର କ୍ଷେତ୍ରଫଳ ବର୍ଗ ସେ.ମି. ।
ଆୟତକ୍ଷେତ୍ରର କ୍ଷେତ୍ରଫଳ ବର୍ଗ ସେ.ମି. ।
Question 14.
2 ଜଣ ପୁରୁଷ ଓ 3 ଜଣ ସ୍ତ୍ରୀ ଲୋକ ଏକତ୍ର ଗୋଟିଏ କାର୍ଯ୍ୟକୁ 5 ଦିନରେ ଶେଷ କରିପାରନ୍ତି । ସେହି କାର୍ଯ୍ୟକୁ 4 ଜଣ ପୁରୁଷ ଓ 9 ଜଣ ସ୍ତ୍ରୀ ଲୋକ ଏକତ୍ର 2 ଦିନରେ ଶେଷ କରି ପାରନ୍ତି । ତେବେ ଜଣେ ସ୍ତ୍ରୀ ଲୋକ କିମ୍ବା ଜଣେ ପୁରୁଷ ସେହି କାର୍ଯ୍ୟକୁ କେତେ ଦିନରେ ଶେଷ କରିପାରିବ ?
ସମାଧାନ :
ମନେକର ଜଣେ ପୁରୁଷ ଏକାକୀ କାର୍ଯ୍ୟଟିକୁ ଦିନରେ ଓ ଜଣେ ସ୍ତ୍ରୀଲୋକ ଦିନରେ ଶେଷ କରନ୍ତି । 1 ଦିନରେ ସେମାନେ ଯଥାକ୍ରମେ ଓ ଅଂଶ କରନ୍ତି ।
ପ୍ରଶ୍ନାନୁସାରେ
ସମୀକରଣଟିକୁ 2 ଦ୍ଵାରା ଗୁଣନ କଲେ …(i)
ଏବଂ …(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନକୁ ରେ ସ୍ଥାପନ କଲେ,
ଜଣେ ପୁରୁଷ ଏକାକୀ 20 ଦିନରେ ଏବଂ ଜଣେ ସ୍ତ୍ରୀଲୋକ ଏକାକୀ 30 ଦିନରେ କାର୍ଯ୍ୟଟିକୁ ଶେଷ କରିପାରିବେ ।
Question 15.
A ଓ B ଏକତ୍ର କାମ କରି ଗୋଟିଏ କାର୍ଯ୍ୟକୁ 8 ଦିନରେ ଶେଷ କରିପାରନ୍ତି । ସେମାନେ ଏକତ୍ର କାର୍ଯ୍ୟ ଆରମ୍ଭ କରି 3 ଦିନ କାର୍ଯ୍ୟ କରିବା ପରେ A ଚାଲିଗଲା ଓ ଅବଶିଷ୍ଟ କାର୍ଯ୍ୟକୁ B ଆଉ 15 ଦିନରେ ଶେଷ କଲା । ପ୍ରତ୍ୟେକ ଏକାକୀ କାମ କଲେ କେତେ ଦିନରେ କାର୍ଯ୍ୟକୁ ଶେଷ କରି ପାରିବେ ।
ସମାଧାନ :
ମନେକର A ଏକାକୀ କାମଟିକୁ ଦିନରେ ଏବଂ B ଏକାକୀ ଦିନରେ ଶେଷ କରିପାରିବେ ।
ପ୍ରଶ୍ନାନୁସାରେ …(i)
ସେମାନେ ଏକତ୍ର 3 ଦିନ କାମ କଲେ ତେଣୁ ଅଂଶ କାମ ଶେଷ ହେଲା ।
ବାକି କାମ । ଏହି କାମକୁ B 15 ଦିନରେ ଶେଷ କଲା ।
ତେଣୁ
ର ମାନକୁ ସମୀକରଣ (i) ରେ ସ୍ଥାପନ କଲେ,
A ଏକାକୀ 12 ଦିନରେ ଏବଂ B ଏକାକୀ 24 ଦିନରେ କାମଟିକୁ ଶେଷ କରିପାରିବେ ।
Question 16.
A ଓ B ର ଆୟର ଅନୁପାତ 8:7 ଓ ବ୍ୟୟର ଅନୁପାତ 19:16 । ଯଦି ଉଭୟେ 1250 ଟଙ୍କା ସଂଚୟ କରିପାରନ୍ତି ତେବେ ସେମାନଙ୍କର ଆୟ ନିର୍ଣ୍ଣୟ କର ।
ସମାଧାନ :
ମନେକର A ର ଆୟ ଏବଂ B ର ଆୟ । ସେହିପରି A ର ବ୍ୟୟ ଏବଂ B ର ବ୍ୟୟ ।
ସଞ୍ଚୟ = ଆୟ - ବ୍ୟୟ ।
ପ୍ରଶ୍ନାନୁସାରେ …(i)
ଏବଂ …(ii)
ଉଭୟ ସମୀକରଣକୁ ସମାନ କଲେ
କୁ ସମୀକରଣ
(i) ରେ ସ୍ଥାପନ କଲେ,
ହେଲେ,
A ର ଆୟ
$ଟଙ୍କା ଏବଂ B ର ଆୟ ଟଙ୍କା ।
A ର ଆୟ 6000 ଟଙ୍କା ଓ B ର ଆୟ 5250 ଟଙ୍କା ।
Question 17.
5 ବର୍ଷ ପରେ ପିତାର ବୟସ ପୁତ୍ରର ବୟସର ତିନିଗୁଣ ହେବ ଓ 5 ବର୍ଷ ପୂର୍ବେ ପିତାର ବୟସ ପୁତ୍ର ବୟସର ସାତଗୁଣ ଥିଲା । ତେବେ ସେମାନଙ୍କର ବର୍ତ୍ତମାନ ବୟସ ସ୍ଥିର କର ।
ସମାଧାନ :
ମନେକର ପିତାଙ୍କ ବର୍ତ୍ତମାନ ବୟସ ବର୍ଷ ଏବଂ ପୁତ୍ରର ବର୍ତ୍ତମାନ ବୟସ ବର୍ଷ ।
ପ୍ରଶ୍ନାନୁସାରେ 5 ବର୍ଷ ପରେ
…(i)
ଏବଂ 5 ବର୍ଷ ପୂର୍ବେ …(ii)
ସମୀକରଣ (i) ରୁ ସମୀକରଣ (ii) କୁ ବିୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ବିୟୋଗ କଲେ
ର ମାନକୁ ସମୀକରଣ (i) ରେ ସ୍ଥାପନ କଲେ,
ପିତାଙ୍କ ବର୍ତ୍ତମାନ ବୟସ 40 ବର୍ଷ ଏବଂ ପୁତ୍ରର ବର୍ତ୍ତମାନ ବୟସ 10 ବର୍ଷ ।
Question 18.
ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ 2 ମି. ଅଧିକ ଓ ପ୍ରସ୍ଥ 2 ମି. କମ୍ ହେଲେ କ୍ଷେତ୍ରଫଳ 28 ବ.ମି. କମିଯାଏ; ମାତ୍ର ଦୈର୍ଘ୍ୟ 1 ମି. କମ୍ ଓ ପ୍ରସ୍ଥ 2 ମି. ଅଧିକ ହେଲେ କ୍ଷେତ୍ରଫଳ 33 ବ.ମି. ବଢ଼ିଯାଏ । ମୂଳ ଆୟତକ୍ଷେତ୍ରର କ୍ଷେତ୍ରଫଳ ସ୍ଥିର କର ।
ସମାଧାନ :
ମନେକର ଦୈର୍ଘ୍ୟ ମି. ଏବଂ ପ୍ରସ୍ଥ ମି. । ମୂଳ କ୍ଷେତ୍ରଫଳ ।
ପ୍ରଶ୍ନାନୁସାରେ
…(i)
ଏବଂ
…(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନକୁ ସମୀକରଣ (i) ରେ ସ୍ଥାପନ କଲେ,
ମୂଳ ଆୟତକ୍ଷେତ୍ରର କ୍ଷେତ୍ରଫଳ ବର୍ଗ ମିଟର ।
ମୂଳ ଆୟତକ୍ଷେତ୍ରର କ୍ଷେତ୍ରଫଳ ବର୍ଗ ମିଟର ।
Question 19.
50 କୁ ଏପରି ଦୁଇଟି ସଂଖ୍ୟାର ସମଷ୍ଟି ରୂପେ ପ୍ରକାଶ କର ଯେପରିକି ସଂଖ୍ୟା ଦ୍ବୟର ବ୍ୟୁତ୍କ୍ରମର ସମଷ୍ଟି
ସମାଧାନ :
ମନେକର ଦୁଇଟି ସଂଖ୍ୟା ଏବଂ ।
ପ୍ରଶ୍ନାନୁସାରେ …(i)
ସେମାନଙ୍କର ବ୍ୟୁତ୍କ୍ରମର ସମଷ୍ଟି
ପ୍ରୟୋଗ କଲେ
ଆମେ ଜାଣୁ ଯେ …(ii) [ଧନାତ୍ମକ ନେଲେ]
ସମୀକରଣ (i) ଓ (ii) କୁ ପ୍ରୟୋଗ କଲେ,
ସମୀକରଣ (i)
ସମୀକରଣ (ii)
-------------------------
ଯୋଗ କଲେ
ର ମାନକୁ ସମୀକରଣ (i) ରେ ସ୍ଥାପନ କଲେ,
ସେହି ଦୁଇଟି ସଂଖ୍ୟା 30 ଏବଂ 20 ।
Question 20.
ଗୋଟିଏ ଭଗ୍ନ ସଂଖ୍ୟାର ଲବ ଓ ହରକୁ ଯୋଗ କରି ଯୋଗଫଳର ଏକ-ତୃତୀୟାଂଶ ନେଲେ, ତାହା ହରଠାରୁ 4 ଊଣା ହୁଏ ଓ ହରରେ 1 ଯୋଗ କରି ଭଗ୍ନ ସଂଖ୍ୟାଟିକୁ ଲଘିଷ୍ଠ ଆକାରରେ ଲେଖିଲେ ତାହା ହୁଏ । ଭଗ୍ନ ସଂଖ୍ୟାଟି କେତେ ?
ସମାଧାନ :
ମନେକର ଭଗ୍ନାଂଶଟି ହେଉଛି ।
ପ୍ରଶ୍ନାନୁସାରେ
…(i)
ଏବଂ
ସମୀକରଣଟିକୁ 2 ଦ୍ଵାରା ଗୁଣନ କଲେ …(ii)
ସମୀକରଣ (ii) ରୁ ସମୀକରଣ (i) କୁ ବିୟୋଗ କଲେ,
ସମୀକରଣ (ii)
ସମୀକରଣ (i)
-------------------------
ବିୟୋଗ କଲେ
ର ମାନକୁ
ରେ ସ୍ଥାପନ କଲେ,
ଭଗ୍ନାଂଶଟି ।